Daily New Odia Mp3 Songs Download or Listen Online
Movie Songs DJ songsAlbum songsBhajana songsSingers CollectionMOREmenu
New Odia Films 2018 Songs: Prem Kumar (Anubhav,Sibani) Ishq Puni Thare (Arindam,Elina) Bhai Jaan 2018 Local Toka Love Chokha (Babushan,Sunmira) Tokata Fasigala Sundargarh Ra Salman Khan Blackmail 2018 All New Odia Movies 2018 Songs Humane Sagar New Odia Songs 2018
Place Your Ad Here @ 35$ /MO, Contact Us now

Odia Sms Zone

ଭାଇ ଓ ଭଊଣି ମାନଙ୍କୁ ମୋର ନମସ୍କାର, ମୁଁ ଗର୍ବ ର ସହିତ କହିବି ମୁଁ ଓଡିଆ, ଓଡିଆଟ୍ୟୁନ୍.ଇନ୍
[copy sms]
ଗୁଣୁଗୁଣୁ ହୁଏ ପାଦର ପାଉଁଜି ସତେ କି ସଂଗୀତ ସ୍ୱର ଆଖିରେ କଜ୍ଜଳ ଦିଶଇ ସଜ୍ଜଳ ଝୁରି ହୁଏ ମନ ମୋର
[copy sms]
ଭାରି ଭଲ ଲାଗେ ଖୁସି ଲାଗେ ଦେଖିବାକୁ ସେହି ଛବି ଭୁଲି ହୁଏ ନାହିଁ ଭୁଲିପାରେ ନାହିଁ ହେଉଥାଏ ସଦାଭାବି
[copy sms]
ଦୁନିଆଁରେ ଯେତେ ବାଧା ଆସିଲେଟି ତୁମକୁ ବନିତା କରି ତୁମରି ମଥାରେ ସତୀର ସିନ୍ଦୁର ପିନ୍ଧାଇବି ହାତେ ଧରି ତୁମେ ଚିରସ୍ରୋତା ମୋ ପ୍ରେମ ଜାହ୍ନବୀ ପବିତ୍ର ହ୍ୄଦୟ ଧରି ସ୍ନେହ ମମତାର ମମତା ପରଶେ ନେଲ ମୋତେ ବଶ କରି
[copy sms]
ସ୍ନେହମୟୀ ମୋର ପ୍ରେମମୟୀ ପ୍ରିୟା ତୁମେ ମୋ ଲାବଣ୍ୟମୟୀ ସ୍ନେହର ଚୁମ୍ୱନ ତୁମରି ଉଦ୍ଦେଶ୍ୟ ଦେଲି ଗୋ ପ୍ରିୟା ପଠାଇ ଚିଠି ଦେଇ ମୁହିଁ ତୁମକୁ ଜଣାଇ ଦେଲି ଆହେ ସସମୀତା ତୁମକୁ ଆଣିବା ପାଇଁ ଯିବି ମୁହିଁ ଅନ୍ୟଥା ନୋହିବ କଥା ମନ୍ଦିର ପ୍ରାଙ୍ଗଣେ ଧର୍ମ ସାକ୍ଷୀ ରଖି ହେବ ଆମ ବାହାଘର ତୁମକୁ ହେ ପ୍ରିୟା କୋଳେ ଧରିଥିବି ତୁମେ ହେବ ଯେ ମୋହର
[copy sms]
ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି ଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହ୍ୄଦର ହାର ତୁମରି ପ୍ରେମରେ ଏ ଜୀବନ ମୋର କରିଛି ମୁଁ ସମର୍ପଣ ମୋ ହ୍ୄଦ ଦେବତା ଦିଅବାରେ ଦେଖା ତୁମକୁ ମୋହରି ରାଣ
[copy sms]
ତୁମରି ରୂପକୁ ହ୍ୄଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ ତୁମେ ମୋତେ ପଛେ ବିବାହ ନ ହୁଅ ଶେଷ ଦେଖା ଯିବ ଦେଇ ମୋହରି ସମାଧି ଦେଖିଯିବ ଥରେ ଆମ ଗାଁ ରାସ୍ତାକୁ ନେଇ
[copy sms]
ତୁମେ କଲେ ପର ଖାଇବି ଜହର ମନେ ମୁଁ କରିଛି ପଣ ତୁମରି ପ୍ରେମରେ ପ୍ରେମିକା ସାଜିବି ନ କରିବ ହଇରାଣ ପ୍ରୀତି ପଥେ କାନ୍ଦେ ତୁମକୁ ସୁମରୀ ତୁମେ ମୋର ପ୍ରାଣଧନ କିପରି ରହିବି ତୁମକୁ ଦୂରେଇ ମନ ହୁଏ ମୋ ଉଚ୍ଛନ୍ନ ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ
[copy sms]
ତୁମେ ପ୍ରାଣଧନ ମୋ ଜୀବନ ଧନ ତୁମେ ମୋର ଗତିମୁକ୍ତି ତୁମରି ପ୍ରେମରେ ପ୍ରେମିକା ସାଜିଛି ଝୁରୁଛି ମୁଁ ଦିବାରାତ୍ରି ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ ହତାଶା ମନକୁ ନେଇ ଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ
[copy sms]
ମେଘ କୁ ମାଗିଲି ବରଷା ଟିକିଏ ତମକୁ ମାଗିଲି ମନ ମେଘ ଢାଲିଦେଲା ଆଶାଢେ ବରଷା ତମେ ଦେଲନି ମନ
[copy sms]
ପ୍ରେମର ରୋଷଣୀ ଜାଳିଯିବି ମୁହିଁ ତୁମ ପାଇଁ ବରବେଶ ପ୍ରେମର ପାଲିଙ୍କି ଝୁଲୁଥିବ ଆମ ଝରୁଥିବ ପ୍ରେମ ହସ ସପନ ବେଦିରେ ତୁମକୁ ବସାଇ ନିତି ବିଭାହୁଏ ମୁହିଁ ସ୍ୱପନ ଆମର ସତ ହେବ ପ୍ରିୟା ତୁମ କୋଳେ ଥିବି ରହି ପ୍ରେମସିନ୍ଧୁ ତୀରେ ମୋ ପ୍ରେମ ବାନ୍ଧବୀ ତୁମକୁ କୋଳରେ ପାଇ ସାଗର କୂଳରେ ଥିବ ତୁମେ କୋଳେ ହସୁଥିବ ଫେଇ ଫେଇ
[copy sms]
ପାହିଯିବ ରାତି ରହିଯିବ କଥା ପ୍ରେମ ହେବ ଆମ ବାସୀ ତୁମକୁ କିପରି ଭୁଲିବି ଗୋ ପ୍ରିୟା ତୁମେ ମୋର ପ୍ରିୟା ରାଶି ଚିଠି ଦେଲି ପ୍ରିୟା ପାଶେ ଯିବି ମୁହିଁ ତୁମକୁ ଆଣିବା ପାଇଁ ସେଦିନ ଯେ କେହି ବାଧା ଦେବା ପାଇଁ ନଥିବେ ଗୋ ପ୍ରାଣ ସହି ନିଦାଘ ବରଷା ଆମ ସାଥି ହେବ ପ୍ରୀତି ପଥେ ହେବ ସାଥି ତୁମେ ପ୍ରାଣପ୍ରିୟା ମୋ ହ୍ୄଦ ଚନ୍ଦ୍ରମା ସାକ୍ଷୀ ଥିବ ଆମ ପ୍ରୀତି ଚିଠି ପାଇ ତୁମେ ସଜ ହୋଇଥିବ ମୋ ସାଥେ ଆସିବା ପାଇଁ ତେଣୁ ମୁଁ ଆଗୁଆ ଦେଲି ପ୍ରିୟା ଚିଠି ମୋ ମନ କଥା ଦେଲି ବୁଝାଇ
[copy sms]
ସେ ସମୟ ଆମ ଯାଇଛି ଦୂରେଇ ସାଜି ଆମେ ପ୍ରେମପ୍ରେମୀ ତୁମକୁ କୋଳରେ ଧରି ମୁଁ ସ୍ୱପନ ଦେଖୁଥିବି ଗୋ ମୋ ମାନିନୀ କେତେ ମନୋହର ନୀଳନୟନାର ପୋଟଳଚିରା ସେ ଆଖି ବାରମ୍ୱାର ତା'ର ମନେ ପଡୁଥିବ ଯିଏ ଥିବ ଥରେ ଦେଖି କ୍ୄଷ୍ଣଚୂଡା ଫୁଲ ପେନ୍ଥା ପେନ୍ଥା ଦିଶେ ସୁନା ଦୁବ କେରି କେରି ମନେ ମୋ ପଡୁଛି ସେଦିନ କେମିତି ଚାହୁଁଥିଲ ଫେରି ଫେରି
[copy sms]
ହେ ପ୍ରାଣ ସଜନୀ ବିତୁନି ରଜନୀ ଲେଖୁଅଛି ଲଭ୍ ଲେଟର୍ ମୋ ଆଖିରେ ତୁମେ ରେଡ୍ ରୋଜ୍ ପରି ସବୁଠାରୁ ଅଟ ବେଟର୍ ବଉଳ ଗଛର ଛାଇ ତଳେ ତୁମେ ବସିଥିଲ ସଖୀ ମେଳେ ଲୁଚି ଲୁଚି ମୁହିଁ ଦେଖିଲି ତା'ପରେ ମାତିଗଲ ପୁଚି ଖେଳେ
[copy sms]
ଆଖିରେ ଆଖିରେ ହୋଇ ସାରିଅଛି କେତେ ଭାବ ଦିଆନିଆ ବୁଝିବାକୁ ଆଉ ବାକୀ ନାହିଁ କିଛି ଏଇ ପ୍ରେମ ନୂଆ ନୂଆ ସତ ମୁଁ କହୁଛି ନିଜର କରିବି ତୁମକୁ ଆଜିଠାରୁ ଫର୍ ଏଭର୍ ଭୁଲିବିନି କେବେ ତୁମ ପ୍ରେମ ଏଇ ଜୀବନରେ ନେଭର୍ ଆମ ଜୀବନର ଚଲାପଥରେ କି ହୋଇବ କୁସୁମ ବରଷା ଫୁଲ ନ ବର୍ଷିଲେ କଣ୍ଟା ଫୁଟିବନି ରହିଛି ଏତିକି ଭରସା
[copy sms]
1 2 3 4 Next
Home»»Odia Sms Zone
oriya odia funny sms,joke,shayeri,maja,hasa katha,gapa,friendship,sad,love,romantic,sms,free for facebook,twitter
Disclaimer | Contact Us
Odia Songs High Speed Download U can Feel
OdiaG.com © 2016-18